ମୋହନ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ୫୦ ବିଜେଡି ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ନବୀନ

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ପଦରେ ବସିଛନ୍ତି ।ରାଜ୍ୟର ସ୍ବାର୍ଥ ପାଇଁ ବିଧାନସଭାରେ ଦୃଢ଼ ଓ ସକ୍ରିୟ ବିରୋଧୀ ଦଳ ଦାୟିତ୍ବ ତୁଲାଇବ ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହାତରେ ସରକାରୀ ବିଭାଗଗୁଡ଼ିକର ମନିଟରିଂ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
କେଉଁ ବିଧାୟକଙ୍କୁ କେଉଁ ବିଭାଗ ଜାଣନ୍ତୁ

Leave a Reply

Your email address will not be published. Required fields are marked *