୨୦୨୫ ନବ ବର୍ଷ ଉପଲେକ୍ଷ ବିଜେଡି ମିଡିଆ ସେଲ୍ ର ସଦସ୍ୟ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପାଖେ ବିଜେଡି ସୁପି୍ରମୋ ଶ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
ଏହି ଟିମ୍ ରେ ରହିଥିଲେ ବିଜେଡି ମିଡିଆର ବରିଷ୍ଠ ରାଜ୍ୟ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଜେଡି ମିଡିଆ ସଂଯୋଜକ ତଥା ମୁଖପାତ୍ର ଲେନିନ ମହାନ୍ତି, ସଂଯୋଜକ ଡ. ପ୍ରିୟବ୍ରତ ମାଝୀ, ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ମିହିର ରାୟ, ତୁମ୍ବନାଥ ପଣ୍ଡା, ଇପସିତ ସାହୁ, ଅରୂପ ଶ୍ରୀଚନ୍ଦନ, ବିଶ୍ଵ ପ୍ରତାପ ସାହୁ ଓ ସୋସିଆଲ ମିଡିଆ ସଂଯୋଜକ ସ୍ଵୟଂ ପ୍ରକାଶ ମହାପାତ୍ର ୨୦୨୫ ନବ ବର୍ଷ ଉପଲେକ୍ଷ ବିଜେଡି ମିଡିଆ ସେଲ୍ ର ସମସ୍ତ ସଦସ୍ୟ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପାଖେ ବିଜେଡି ସୁପି୍ରମୋ ଶ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
ଏହି ଟିମ୍ ରେ ରହିଥିଲେ ବିଜେଡି ମିଡିଆର ବରିଷ୍ଠ ରାଜ୍ୟ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଜେଡି ମିଡିଆ ସଂଯୋଜକ ତଥା ମୁଖପାତ୍ର ଲେନିନ ମହାନ୍ତି, ସଂଯୋଜକ ଡ. ପ୍ରିୟବ୍ରତ ମାଝୀ, ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ମିହିର ରାୟ, ତୁମ୍ବନାଥ ପଣ୍ଡା, ଇପସିତ ସାହୁ, ଅରୂପ ଶ୍ରୀଚନ୍ଦନ, ବିଶ୍ଵ ପ୍ରତାପ ସାହୁ ଓ ସୋସିଆଲ ମିଡିଆ ସଂଯୋଜକ ସ୍ଵୟଂ ପ୍ରକାଶ ମହାପାତ୍ର ।
2025-01-02

